Posts

Showing posts from July, 2024
କାଳର କପୋଳ ତଳେ:- ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର ପ୍ରଶ୍ନ ୧। ଧଉଳି ପାହାଡ଼ ପାଦ ଦେଶରେ କେଉଁ ନଦୀ ବହି ଯାଉଛି ? ଉତ୍ତର : ଧଉଳି ପାହାଡ଼ ପାଦ ଦେଶରେ ଦୟାନଦୀ ବହି ଯାଉଛି । ପ୍ରଶ୍ନ ୨। ଅଙ୍ଗଦ ଚଉଧୁରୀ କେଉଁ ବିଷୟର ଛାତ୍ର ? ଉତ୍ତର : ଅଙ୍ଗଦ ଚଉଧୁରୀ ଇତିହାସ ବିଷୟର ଛାତ୍ର । ପ୍ରଶ୍ନ ୩ । ଅଙ୍ଗଦ ଚଉଧୁରୀ କେଉଁ ବିଶ୍ଵବିଦ୍ୟାଳୟର ଛାତ୍ର ? ଉତ୍ତର : ଅଙ୍ଗଦ ଚଉଧୁରୀ ନାଳନ୍ଦା ବିଶ୍ଵବିଦ୍ୟାଳୟର ଛାତ୍ର ! ପ୍ରଶ୍ନ ୪। ଅଙ୍ଗଦ କାହାର ଶିଳାଲେଖ ପଢ଼ିଛନ୍ତି ? ଉତ୍ତର : ଅଙ୍ଗଦ ଅଶୋକଙ୍କ ଶିଳାଲେଖ ପଢ଼ିଛନ୍ତି । ପ୍ରଶ୍ନ ୫। କାହା ସ୍ପର୍ଶରେ ଅଙ୍ଗଦ ଚମକି ପଡ଼ିଲେ ? ଉତ୍ତର : ରାଜ ବଂଶର ଲୋକଙ୍କ ସ୍ପର୍ଶରେ ଅଙ୍ଗଦ ଚମକି ପଡ଼ିଲେ । ପ୍ରଶ୍ନ ୬। “ଆପଣ କ’ଣ କଳିଙ୍ଗର ମହାରାଜା ?”- ଏହା କିଏ କାହାକୁ କହିଛି ? ଉତ୍ତର : ଏହା ଅଙ୍ଗଦ ରାଜବଂଶର ଲୋକଙ୍କୁ କହିଛି । ପ୍ରଶ୍ନ ୭। ‘ମୁଁ ତ ଦୁନିଆରେ ସବୁଠାରୁ ଶୀଘ୍ର ଚାଲେ ।? – ଏହା କାହାର ଉକ୍ତି ? ଉତ୍ତର : ଏହା ରାଜବଂଶର ଲୋକଙ୍କ ଉକ୍ତି । ପ୍ରଶ୍ନ ୮। କଳିଙ୍ଗ ମହାରଣାଙ୍କ ନାମ କ’ଣି ଥିଲା ? ଉତ୍ତର : କଳିଙ୍ଗ ମହାରଣାଙ୍କ ନାମ କୁରୁବାକୀ ଥିଲା । ପ୍ରଶ୍ନ ୯। କେଉଁମାନେ ମହାରାଣାଙ୍କୁ ସସଂଭ୍ରମ ଅଭିବାଦନ ଜଣାଇଲେ ? ଉତ୍ତର : ପାତ୍ର ମନ୍ତ୍ରୀ ପରିଷଦ ବର୍ଗଙ୍କ ସମେତ ସମସ୍ତ ସେନାନାୟକ ମହାରଣାଙ୍କୁ ଅଭିବାଦନ ଜଣାଇଲେ । ପ୍ରଶ୍ନ ...